ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

୧୦୦କୋଟିର କ୍ଲବରେ ସାମିଲ ହେବାକୁ ଯାଉଛି 'ସ୍କାଏ ଫୋର୍ସ' ; ଅକ୍ଷୟଙ୍କ ୪ବର୍ଷ ଅପେକ୍ଷା ଶେଷ ହେବ

Published By : Gurupada Nath | January 30, 2025 10:40 PM

ମୁମ୍ବାଇ, ୩୦/୧ :  ଅକ୍ଷୟ କୁମାର ଏବଂ ବୀର ପାହାଡ଼ିଆଙ୍କ ଫିଲ୍ମ "ସ୍କାଏ ଫୋର୍ସ" ମୁକ୍ତିଲାଭ କରିବାର ଆଜି ୭ ଦିନ ପୁରିଛି ।୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ହୋଇଥିବା ବାୟୁ ସେନା ଆକ୍ରମଣ ଉପରେ ଆଧାରିତ ଏହି ଫିଲ୍ମ ଗଣତନ୍ତ୍ର ଦିବସରେ ରିଲିଜ ହୋଇଥିବାବେଳେ ଦର୍ଶକଙ୍କୁ ହଲକୁ ଟାଣିବାରେ ସଫଳ ହୋଇଛି ।

ପ୍ରଥମରୁ ଫିଲ୍ମର ଆୟ ସାମାନ୍ୟ ହ୍ରାସ ପାଇଥିଲାବେଳେ ଆଶା ଛାଡ଼ିନଥିଲା । ଏବେ ସିନେମା ହଲରେ ଫିଲ୍ମଟି ଗୋଟିଏ ସପ୍ତାହ ପୂରଣ କରିଛି । ଆସନ୍ତୁ ଜାଣିବା ଆଜି ରାତି ୮ଟା ୨୦ ସୁଦ୍ଧା ଫିଲ୍ମଟି ବକ୍ସ ଅଫିସରେ କେତେ କଲେକ୍ସନ କରିଛି।

ମ୍ୟାଡକ୍ ଫିଲ୍ମସ୍ ଦ୍ୱାରା ପ୍ରକାଶିତ ସରକାରୀ ସଂଖ୍ୟା ଅନୁସାରେ, ପ୍ରଥମ ୪ଦିନରେ ଫିଲ୍ମଟି ୮୧.୩୦ କୋଟି ଟଙ୍କା କଲେକ୍ସନ କରିଥିଲା। ଅକ୍ଷୟ କୁମାରଙ୍କ ଆକାଉଣ୍ଟରେ ବହୁତ ଦିନ ଧରି ୧୦୦ କୋଟିର ଫିଲ୍ମ ନାହିଁ । ୨୦୨୩ର OMG ୨  ୧୫୦କୋଟିରୁ ଅଧିକ ରୋଜଗାର କରିଥିଲା । କିନ୍ତୁ ଏହା ଅକ୍ଷୟଙ୍କ ଫିଲ୍ମ ନ ଥିଲା, ସେ କେବଳ ଫିଲ୍ମରେ ଏକ କ୍ୟାମିଓ ଭାବେ ନଜର ଆସିଥିଲେ।

ଯଦି ଆମେ ତାଙ୍କର ଶେଷ ୧୦୦କୋଟି ଫିଲ୍ମ ବିଷୟରେ କଥା ହେବା, ତେବେ ଏହା ପ୍ରକୃତରେ ୨୦୨୧ର ସୂର୍ଯ୍ୟବଂଶୀ ଯାହା ଭାରତରେ ପ୍ରାୟ ୧୯୫ କୋଟି ଟଙ୍କା ରୋଜଗାର କରିଥିଲା। ଏବେ ସ୍କାଏ ଫୋର୍ସ ସହିତ ତାଙ୍କର ମରୁଡ଼ି ମଧ୍ୟ ୪ବର୍ଷ ପରେ ଶେଷ ହେବାକୁ ଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.