ଭୁବନେଶ୍ଵର, ୦୩/୦୬ : ମୁଖ୍ୟମନ୍ତ୍ରୀଙ୍କ ଭାତୃ ବିୟୋଗ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ଦୀନବନ୍ଧୁ ଲୋୟର ପିଏମଜିରେ ଥିବା ସରକାରୀ ବାସଭନରେ ରହୁଥିଲେ। ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ଲୋୟର ପିଏମଜି ସ୍ଥିତ ସରକାରୀ ବାସଭବନରେ ଦୀନବନ୍ଧୁଙ୍କ ମରଶରୀର ଅଛି।
ଖବର ଅପଡେଟ୍ ଜାରି ରହିଛି...