କୋଣାର୍କ,୧୩/୦୧: ସୋମବାର ପ୍ରତ୍ୟୁଷରୁ ଘନ କୁହୁଡି ମାଡ଼ି ଆସିଥିଲା । ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର କୁହୁଡି ବଳୟରେ ଲୁଚି ଯାଇଥିଲା। କୁହୁଡି ଯୋଗୁଁ ସକାଳ ୮ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ଅଦୃଶ୍ୟ ପ୍ରତୀୟମାନ ହୋଇଥିଲା। ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିନଥିଲେ। କୁହୁଡିରେ ରାସ୍ତା ଘାଟ ଏକ ପ୍ରକାର ଶୂନଶାନ ହୋଇପଡିଥିଲା। ଯାନବାହନ ଚଳାଚଳରେ ବାଧା ଉପୁଜିଥିଲା ।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...