Panchayat expenditure: ପଞ୍ଚାୟତ ଖର୍ଚ୍ଚର କଡ଼ାଗଣ୍ଡା ହିସାବ ରଖିବ ଗ୍ରାମସଭା, ସିଏଫ୍ସି ପାଣ୍ଠିରେ ଗାଡ଼ି କିଣା, ଦରମା, ଧାର୍ମିକ କାର୍ଯ୍ୟକ୍ରମ ମନା
ଭୁବନେଶ୍ୱର,୨୧/୦୭: ଏଣିକି ପଞ୍ଚାୟତ ଖର୍ଚ୍ଚର କଡ଼ାଗଣ୍ଡା ହିସାବ ରଖିବ ଗ୍ରାମସଭା । ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ଯୋଜନା କରିଛନ୍ତି ସରକାର...