ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ପ୍ରଭାସଙ୍କ ଫିଲ୍ମ ‘ଦ ରାଜା ସାହବ’ର ବଦଳିଲା ରିଲିଜ ଡେଟ୍, ଜାଣନ୍ତୁ କେବେ ହେବ ରିଲିଜ୍

Published By : Gurupada Nath | June 3, 2025 6:02 PM

ମୁମ୍ବାଇ,୩/୬ :  ଫିଲ୍ମ ନିର୍ମାତା- ନିର୍ଦ୍ଦେଶକ ମାଋତିଙ୍କ ବହୁ ପ୍ରତିକ୍ଷୀତ ହରର୍ –କମେଡ଼ି ’ଦ ରାଜା ସାହବ’ର ରିଲିଜ ଡେଟ୍ ସାମ୍ନାକୁ ଆସି ସାରିଛି । ନିର୍ମାତା ମଙ୍ଗଳବାର ଘୋଷଣା କରିଛନ୍ତି କି ପ୍ରଭାସ ଷ୍ଟାରର ଫିଲ୍ମ ୫ଡିସେମ୍ବରରେ ହଲରେ ରିଲିଜ ହେବ । ସୂଚନା ଅନୁସାରେ ଫିଲ୍ମକୁ ବହୁ ବଡ଼ ଆକାରରେ ନିର୍ମାଣ କରାଯାଉଛି । ଟିଜି ବିଶ୍ବ ପ୍ରସାଦ ଏହି ଫିଲ୍ମର ନିର୍ମାଣ କରୁଛନ୍ତି । ଯାହାର ସିନେମାଟୋଗ୍ରାଫି କାର୍ତ୍ତିକ ପଲାନୀ କରିଛନ୍ତି ଏବଂ ସଂଗୀତ ଥମନ ଏସ ଦେଇଛନ୍ତି । ନିର୍ମାତା ଏହା ବି ଘୋଷଣା କରିଛନ୍ତି କି ଫିଲ୍ମର ଏକ ଟିଜର ୧୬ଜୁନରେ ଜାରି କରାଯିବ । 

ନିର୍ମାତା ପ୍ରଭାସଙ୍କ ୪୫ତମ ଜନ୍ମଦିନ ଅବସରରେ ‘ଦ ରାଜା ସାହବ’ର ମୋଶନ ପୋଷ୍ଟର ଜାରି କରିଥିଲେ । ଦୁଇ ମିନିଟର ଏହି ମୋଶନ ପୋଷ୍ଟରର ଆରମ୍ଭ ଜଙ୍ଗଲରେ ପିୟାନୋ ବଜାଉଥିବା ‘ହ୍ୟାପି ବର୍ଥଡେ’ ଗୀତରେ ହେଉଛି । ଏହାପରେ ଜଙ୍ଗଲରେ ବୁଲୁଥିବା ଏକ ରହସ୍ୟମୟୀ ବ୍ୟକ୍ତିଙ୍କୁ ଦେଖାଉଛି, ଯିଏ ଏକ ପୁରୁଣା ମହଲକୁ ନେଇ ଯାଉଛନ୍ତି । ଏହି ସମୟରେ ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ଲୁକ୍ ଦେଖାଯାଉଛି । 

ଏହି ପୋ‌ଷ୍ଟରରେ ଅଭିନେତା ପ୍ରଭାସ ଏକ ବ୍ଲାକ୍ ଆଉଟଫିଟରେ ଭିଣ୍ଟେଜ ପ୍ୟାଲେସରେ ସିଂହାସନ ଉପରେ ବସିଛନ୍ତି । ସେ ରାଜାର ପୋଶାକ ପିନ୍ଧିଛନ୍ତି ଏବଂ ତାଙ୍କର ଏକ ହାତରେ ସିଗାର ରହିଛି । ପୋଷ୍ଟରରେ ଟ୍ୟାଗଲାଇନ ଲେଖାଯାଇଛି କି, ‘ହରର ଇଜ ଦ ନ୍ୟୁ ହ୍ୟୁମର, ହ୍ୟାପି ବର୍ଥଡେ ରେବେଲ ସାବ’। ଏହି ଫିଲ୍ମକୁ ମାଋତି ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାକୁ ପିପଲ ମିଡ଼ିଆ ଫ୍ୟାକ୍ଟ୍ରି ବ୍ୟାନରରେ ବିଶ୍ବ ପ୍ରସାଦ ପ୍ରଡ୍ୟୁସ କରିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.