ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବାରବାଟୀ ଏକ ଦିବସୀୟ ମ୍ୟାଚ୍ ଲାଗି ଟିକେଟ ଦର ଚୁଡ଼ାନ୍ତ, ଜାଣନ୍ତୁ କେତେ ରହିଛି

Published By : Prameya | January 24, 2025 9:34 PM

ଭୁବନେଶ୍ବର,୨୪/୧ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଲାଗି ଆସନ୍ତା ଫେବୃଆରୀ ଦୁଇ ତାରିଖରୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ ।  ବାରବାଟୀ ୱାନଡେ ପାଇଁ ଟିକେଟ ଦର କିଛି ଏହିପରି ରହିଛି । ୧ ଏବଂ ୩ ନମ୍ବର ଗ୍ୟାଲେରୀ, ୧୧୦୦ ଟଙ୍କା ୨ ଏବଂ ୪ ନମ୍ବର ଗ୍ୟାଲେରୀ, ୯୦୦ ଟଙ୍କା ରହିଛି । ୫ ନମ୍ବର ଗ୍ୟାଲେରୀ ପାଇଁ ୧୨୦୦ ଏବଂ ୭ ନମ୍ବର ପାଇଁ ଟିକେଟ ମୂଲ୍ୟ ରହିଛି ୭ ଶହ ଟଙ୍କା । 

ଏହାପରେ ନିୟ୍ୟୁ ପାଭିଲିଅନ ୧୦ହଜାର ଏବଂ କର୍ପୋରେଟ ବକ୍ସ ପାଇଁ ଦର୍ଶକଙ୍କୁ ୨୦ହଜାର ଟଙ୍କାର ଦେୟ ଦେବାକୁ ପଡ଼ିବ । ଅନଲାଇନ ଟିକେଟ ବିକ୍ରି ପାଇଁ ୪ହଜାର ଟିକେଟ ସଂରକ୍ଷିତ ରହିଛି । ଯାହା ଜମାଟୋ ଜରିଆରେ ବିକ୍ରୀ ହେବ। ଫେବୃୟାରୀ ୩ ଏବଂ ୪ରେ ଓସିଏ ଅନୁବନ୍ଧିତ ସଂସ୍ଥାମାନେ ଟିକେଟ ପାଇବେ । ତେବେ ସାଧାରଣ ଲୋକଙ୍କ ପାଇଁ ଫେବୃୟାରୀ ୫ ଏବଂ ୬ ତାରିଖରେ କାଉଣ୍ଟର ଜରିଆରେ ଟିକେଟ ବିକ୍ରି ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.