Tahia Controversy: ବିନା ଟାହିଆରେ ମହାପ୍ରଭୁଙ୍କ ପ୍ରହଣ୍ଡି ପ୍ରସଙ୍ଗ; କିଏ କହୁଛି ସତ ? ‘ଲାଗି ହେବା ପୂର୍ବରୁ ୪୫ ମିନିଟ୍ ଭିଜିଥିଲା, ଓଜନ ବଢ଼ିଯିବାରୁ କଢ଼ାଗଲା’
ପୁରୀ,୧୯/୦୭(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ବାଇଶି ପାହାଚ ଗଡ଼ିବା ବେଳକୁ ତାଙ୍କ ମଥାରେ ନଥିଲା ଟାହିଆ । ଜଗମୋହନ ସାତପାହାଚ ଠା...