ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’

ନୂଆଦିଲ୍ଲୀ ୨୫/୪: ପ୍ରତି ବର୍ଷ ଏପ୍ରିଲ ୨୫ ତାରିଖରେ  ପାଳିତ ହୁଏ ବିଶ୍ୱ ମ୍ୟାଲେରିଆ ଦିବସ ।  ମ୍ୟାଲେରିଆ ନିୟନ୍ତ୍ରଣରେ ବିଶ୍ୱ ଯେଉଁ  ସଫଳତା ପାଇଛି, ଏହି ଦିବସ ତା’ର  ସ୍ମୃତିଚାରଣ କରେ । ୨୦୦୦ ମସିହାଠାରୁ ମ୍ୟାଲେରିଆରୁ  ଲକ୍ଷ ଲକ୍ଷ ଜୀବନ ରକ୍ଷା କରି ବିଶ୍ୱ ଐତିହାସିକ ପ୍ରଗତି  ହାସଲ କରିଛି । ତଥାପି ଅଧା ବିଶ୍ୱ ଏହି ଚିକିତ୍ସାଯୋଗ୍ୟ  ତଥା ଆରୋଗ୍ୟଯୋଗ୍ୟ ରୋଗଠାରୁ ମୁକ୍ତି  ପାଇନାହିଁ । ସେଥିପାଇଁ ମ୍ୟାଲେରିଆ  ବିରୁଦ୍ଧ ଲଢ଼େଇରେ ଦାୟିତ୍ୱ, କର୍ତ୍ତବ୍ୟ  ପାଳନ ନିମନ୍ତେ ବିଶ୍ୱ ନେତାମାନଙ୍କୁ ଏହି  ଦିବସ ପ୍ରେରିତ କରେ । ଚଳିତ ବର୍ଷ ଏହି ଦିବସର ବିଷୟ  ରହିଛି ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ  ଲଢ଼େଇକୁ ତ୍ୱରାନ୍ୱିତ କରିବା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.