ପ୍ରମୁଖ ଖବର
  • ଓଡ଼ିଶା​‌ରେ ପହଞ୍ଚିଲେ ଅମିତ୍‌ ଶାହ, କରିବେ ମାରାଥନ୍ ପ୍ରଚାର
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ସନାତନ ଧର୍ମରେ ରହିଛି ଦୀପ ପ୍ରଜ୍ୱଳନର ନିୟମ, ଜାଣନ୍ତୁ କେମିତି କରିବେ ପାଳନ...

ନୂଆଦିଲ୍ଲୀ ୨୯/୦୪: ସନାତନ ଧର୍ମରେ ପୂଜାପାଠରେ ଦୀପ ପ୍ରଜ୍ୱଳନ ଏକ ଅଭିନ୍ନ ଅଂଶ । ଦୀପ ବିନା ସବୁ ପୂଜା ଅଧା ମନେ କରାଯାଏ । ପୂଜା ବେଳେ ଉଭୟ ଦିନ ଏବଂ  ରାତିରେ ଦୀପ ଜଳାଇବା ଉଚିତ । ଏହାଦ୍ୱାରା ବାତାବରଣରୁ ନକରାତ୍ମକ ଉର୍ଜା ଦୂର ହୋଇଯାଏ । ତେବେ ଦୀପ ଜଳାଇବା ବେଳେ କେତେକ ନିୟମ ମାନିବା ଉଚିତ । କ’ଣ ଏସବୁ ନିୟମ-  

 ପୂଜାବେଳେ ଯଦି ଘିଅ ଦୀପ ଜଳାଉଛନ୍ତି ତେବେ ନିଜର ବାମ ପଟେ ଦୀପକୁ ରଖନ୍ତୁ । ଘିଅ ଦୀପ ଦେବଦେବୀଙ୍କ ପୂଜରେ ସାଧାରଣତଃ ବ୍ୟବହାର କରାଯାଇଥାଏ । ତେଲ ଦୀପ ଦେଲେ ଏହା ନିଜର ଡାହାଣ ପଟେ ସ୍ଥାନିତ କରନ୍ତୁ । 

 ଆର୍ଥିକ ସ୍ଥିତି ଭଲ ରହୁନଥିଲେ ଦେବୀଙ୍କ ଉଦ୍ଦେଶ୍ୟରେ ଘିଅ ଦୀପ ପ୍ରତିଦିନ ଜଳାନ୍ତୁ । କ୍ରମେ ଏହି ସମସ୍ୟା ନିଶ୍ଚୟ  ଦୂର ହୋଇଯିବ । 

 ଦୀପ ଜଳାଇବା ପୂର୍ବରୁ ବତୀ ଏବଂ ଦୀପ ଯେପରି ଖଣ୍ଡିତ ହୋଇନଥିବ ପରଖି ନେବା ଉଚିତ । ଖଣ୍ଡିତ ଦୀପ ଜଳାଇଲେ ତାହା ନାନା ସମସ୍ୟାକୁ ଡାକି ଆଣେ । 

 ଘରର ପୂର୍ବ ଦିଗରେ ଦୀପ ଜଳାଇବା ଶୁଭ । ତେବେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଉଥିଲେ ତାହା ଦକ୍ଷିଣ ଦିଗରେ ରଖିବା ଆବାଶ୍ୟକ । ଏହା ଦ୍ୱାରା ପିତୃଦୋଷ ଦୂର ହୁଏ ବୋଲି ବିଶ୍ୱାସ ରହିଛି । 

 ଶାସ୍ତ୍ର ମତରେ ସନ୍ଧ୍ୟାରେ ଘରର ଦ୍ୱାରଦେଶରେ ଦୀପ ଜଳାଇବା ଖୁବ ଭଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.