ସୋର,୬।୪ :  ଭୁଜାଲି ମାଡ଼ରେ ଯୁବକ ଗୁରୁତର। ସଂଘବଦ୍ଧ ହୋଇ ଆକ୍ରମଣ କଲେ ୬ ଯୁବକ। ଗୁରୁତର ଯୁବକ ଜଣକ ବାହାନଗା ଚିତ୍ତଳ ଗ୍ରାମର ସନ୍ତୋ‌‌ଷ ବାରିକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।