ଭୁବନେଶ୍ବର,୧୦/୧ : ସୁନ୍ଦରଗଡ଼ କରମଡିହିରେ ଯୁବକଙ୍କୁ ଗୁଳିମାଡ଼ । ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମାତ୍ର ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଗୁରୁତର ଯୁବକକୁ ସୁନ୍ଦରଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।