ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି, ଅନଲାଇନ୍ ଗେମ୍ ଖେଳି ଜିତିଲେ ୩ କୋଟି

Published By : Rasmita Pradhan | April 11, 2025 11:46 AM

ଭୁବନେଶ୍ଵର, ୧୧/୦୪ : ଅନଲାନ୍ ଗେମ୍ ଖେଳି ଟଙ୍କା ଉଡ଼ିଯିବା ଖବର ତ ଶୁଣିଥିବେ ହେଲେ ଗେମ୍ ଖେଳି କୋଟିପତା ହେବା କଥା ଶୁଣିଛନ୍ତି କି ? ହଁ ଆଜ୍ଞା ଏହା ଆଶ୍ଵର୍ଯ୍ୟ ଲାଗିଲେ ବି ସତ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରଖପଦା ଗ୍ରାମର ଅନିଲ ତରାଇ ଗେମ୍ ଖେଳି କୋଟିପତି ହୋଇଛନ୍ତି। ମାତ୍ର ୪୯ ଟଙ୍କା ଲଗାଇ ସେ ୩ କୋଟି ଜିତିଛନ୍ତି। କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି।

ସୂଚନାନୁଯାୟୀ, ଅନିଲ ତରାଇ ଜଣେ ମଧ୍ୟବିତ୍ତ ପରିବାରର ପିଲା। ସେ ଚାଷବାସ କରନ୍ତି। ଅନିଲ MY ୧୧ CERCEL ଗେମ୍‌ ଖେଳି କୋଟିପତି ହୋଇ ପାରିଛନ୍ତି। ଗତକାଲି ଗେମ୍ ଖେଳି ସାରିବା ପରେ ତାଙ୍କ ଆକାଉଣ୍ଟକୁ ୩ କୋଟି ଟଙ୍କା ଆସିଛି। ସେ ଏକ ଗାଡ଼ି ମଧ୍ୟ ଜିତିଛନ୍ତି। ଅନିଲ୍ ଫିଟନେସ୍ ପ୍ରତି ଧ୍ୟାନ ଦେଉଥିବାରୁ ଏହି ଟଙ୍କାରେ ସେ ଏକ ଜିମ୍ ଖୋଲିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଏହି ସଫଳତା ପାଇଁ ଅନିଲ ତାଙ୍କ ବନ୍ଧୁଙ୍କୁ ଶ୍ରେୟ ଦେଇଛନ୍ତି। ଗେମ୍ ବିଷୟରେ ତାଙ୍କୁ ଜଣାଇଥିବାରୁ ସେ ତାଙ୍କ ବନ୍ଧୁଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନିଲଙ୍କ ଏହି ସଫଳତାରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। 


ଏହି ଖବରଟିକୁ ପଢନ୍ତୁ-ଚିଲିକା କୂଳରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଉର୍ଦ୍ଧ୍ୱ ଦୋକାନ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.