କଟକ, ୫।୪ : ଏସସିବି କ୍ୟାମ୍ପସରୁ ଧରାପଡିଲେ ଦଲାଲ। ୩ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୁଲିସ। ରୋଗୀଙ୍କ ସମ୍ପର୍କୀୟଙ୍କୁ ବ୍ଲଡ ଦେବା ପାଇଁ ମାଗୁଥିଲେ ଟଙ୍କା। ଗୋଟିଏ ବ୍ଲଡ ଦେବା ପାଇଁ ୨୫୦୦ ଟଙ୍କା ମାଗୁଥିଲେ। ଆଉ ଟଙ୍କା ନ ଦେଲେ ବ୍ଲଡ ମିଳିବନି ବୋଲି ରୋଗୀଙ୍କ ସମ୍ପର୍କୀୟଙ୍କୁ କହୁଥିଲେ। ଖବର ପାଇ ମଙ୍ଗଳାବାଗ ପୁଲିସ ଏସସିବିରେ ଚଢାଉ କରି ୩ ଜଣଙ୍କୁ ଗିର କରିଛି।

ଆହୁରି ପଢନ୍ତୁ : ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଯାଉଥିଲେ, ବଜ୍ରପାତରେ ଚାଲିଗଲା ବାପାର ଜୀବନ