ନୂଆଦିଲ୍ଲୀ, ୧୩/୦୬ : DG ପଦବୀ ପାଇଁ ଦେଶର ୩୩ ବରିଷ୍ଠ IPS ମନୋନୀତ। କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ। ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ୍। IPS ସୁଧାଂଶୁ ଷଡ଼ଙ୍ଗୀ ଓ ପଦ୍ମାକର ଏସ୍ ରାଣିପସେ ମନୋନୀତ ହୋଇଛନ୍ତି। ୧୯୯୦ ବ୍ୟାଚର ହେଉଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ସେହିପରି ୧୯୯୫ ବ୍ୟାଚର ହେଉଛନ୍ତି ପଦ୍ମାକର ଏସ୍ ରାଣିପସେ। 

ମନୋନୀତ ହୋଇଥିବା ୩୩ ଆଇପିଏସ୍ ହେଲେ ସୁଧାଂଶୁ ଷଡ଼ଙ୍ଗୀ, ରାଜୀବ କ୍ରିଷ୍ଣା, ଆନନ୍ଦ ମୋହନ, ଡେଭିଡ୍ ଲାଲରିନସାଙ୍ଗା, ଦେବେଶ ଚନ୍ଦ୍ର ଶ୍ରୀବାସ୍ତବ, ରାଜେଶ କୁମାର, ସତୀଶ ଶ୍ରୀରାମାଜି ଖାଣ୍ଡେର, ଶିବ ଦର୍ଶନ ସିଂହ, ଏ.ୱାଇ.ଭି କ୍ରିଷ୍ଣା, ମୁନ୍ନା ପ୍ରସାଦ ଗୁପ୍ତା, ଜଗମୋହନ, ପଙ୍କଜ କୁମାର, ଆର ମଲରଭିଜି, ସୁଶିଲ ମାନସିଂ ଖୋପଡେ, ସତୀନ୍ଦର ପାଲ ସିଂ, ବେଣୁଗୋପାଳ ଏନ, ସନ୍ଦୀପ ଖିରୱାର, ସଞ୍ଜୟ ଏ ଲାଥକର, ନାଭାଲ ବାଜାଜ, ମୀନାକ୍ଷୀ ଶର୍ମା, ୟୁଗେଶ ଦେଶମୁଖ, ପଦ୍ମାକର ଏସ୍ ରାଣିପଶେ, ଅମିତ ପ୍ରସାଦ, କପିଲ ଦେବ, ଏମ ଏନ ଦିନେଶ, ବିନୀତ ବିନାୟକ, ପୁନୀତ ରସତୋଗୀ, ଦୀପମ ସେଠ, ଅମରେନ୍ଦ୍ର କୁମାର ସେନଗର, ଅନୁପମ କୁଳଶ୍ରେଷ୍ଠ, ଅଶୋକ କୁମାର ସିଂ, ବିଜୟ ଭାଟିଆ, ବିଜୁ ଜର୍ଜ ଜୋଶେଫ କେ।

ଆହୁରି ପଢନ୍ତୁ-  ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଓଏଏସ୍ ପ୍ରେମିକଙ୍କ ପାଇଁ ବଢ଼ିଲା ଅଡୁଆ, ଆଗକୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିବ ପୁଲିସ