ସୋର,୨୬।୧୦ :  କାଂଶବାଂଶ  ଭରା ନଦୀରେ ଭାସି ଯାଇଥିବା ଚାରି ଶ୍ରମିକଙ୍କୁ ଉଦ୍ଧlର କଲେ ଗ୍ରାମବାସୀ । ଗ୍ରାମବାସୀ ଗଭୀର ପାଣିରେ ଦୌଡ଼ି ବାନ୍ଧି ୪  ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।  ଉଦ୍ଧାର ହୋଇଥିବା  ଶ୍ରମିକମାନେ ହେଲେ ବିହାର ମୁର୍ଶିଦାବlଦ ଅଞ୍ଚଳ ମୁକୁଲ ସେକ, ଅବତାଲ ସେକ, ଇସବ ସେକ ଓ ପୁରୁଲିଆ ଅଞ୍ଚଳର ରାକେଶ ବାଉରୀ।

ସୋର ବ୍ଲକ ସବିରା ପଞ୍ଚାୟତ ଧାନବରଖୁଣ୍ଟା ଗ୍ରାମରେ ବିହାର ମୁର୍ଶିଦାବlଦ ଅଞ୍ଚଳ ମୁକୁଲ ସେକ, ଅବତାଲ ସେକ ଇସବ ସେକ ଓ ପୁରୁଲିଆ ଅଞ୍ଚଳର ରାକେଶ ବାଉରୀ ଶ୍ରମିକ ରହି କାମ  କରୁଥିଲେ। କଂlଶବଂlଶ ଭରା ନଦୀ ଜଳରେ ଫସି ରହିଥିଲେ l ଗ୍ରାମବାସୀ  ଏହା ଜାଣିବା ପରେ ପାଣିରେ ଦୌଡ଼ି ବାନ୍ଧି ସେମାନଙ୍କୁ  ଉଦ୍ଧାର କରିଥିଲେ।