ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୭୬ ତମ ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ମାର୍ଗରେ ୫୦ ଗ୍ରୁପ୍‌ କରିବେ ପ୍ୟାରେଡ୍‌

Published By : Harapriya Sethi | January 26, 2025 7:59 AM

ଭୁବନେଶ୍ୱର, ୨୬/୦୧: ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ । ସଜେଇ ହୋଇଛି ଭୁବନେଶ୍ଵରର ମହାତ୍ମା ଗାନ୍ଧୀ ମାର୍ଗ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ଡ.  ହରି ବାବୁ କମ୍ଭମ୍‌ପତି । ରାଜ୍ୟ ସ୍ତରୀୟ ସାଧାରଣତନ୍ତର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ।

ଜୟହିନ୍ଦ ଧ୍ବନିରେ ପ୍ରକମ୍ପିତ ହେବ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗ। କଦମ ତାଲ ସାଙ୍ଗକୁ ଦେଶାତ୍ମକ ବୋଧ ସଙ୍ଗୀତ ଓ ପୋଲିସ ବ୍ୟାଣ୍ଡ ସହ ଚଳିତ ବର୍ଷ ପ୍ରାୟ ୫୦ ଟି ଗ୍ରୁପ୍‌ ଭାଗ ନେବେ । ଚଳିତ ବର୍ଷ ପ୍ୟାରେଡ୍‌ କମାଣ୍ଡର ଭାବେ ଶୁଭମ୍ ସଞ୍ଜୟଙ୍କୁ ଦାୟିତ୍ଵ ଦିଆଯାଇଛି । ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌,୧୨୦ ବାଟାଲିୟନ, ଆଇଟିବିପି, ଏସ୍‌ଏସ୍‌ବି ସୈନିକ ସ୍କୁଲ ଭଳି ପ୍ରାୟ ୫୦ ଟି  ଗ୍ରୁପ୍‌ ଭାଗ ନେବେ। ଡେୟାର୍‌ ଡେଭିଲ୍ସ ଟିମ୍ ଚିତ୍ତାକର୍ଷକ କୌଷଳ ପ୍ରଦର୍ଷନ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବିଭିନ୍ନ ବିଭାଗର ୧୨ ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବା । ସେଥିପାଇଁ ଖୋଲିଛି ପୋଲିସ କଣ୍ଟ୍ରୋଲ ରୁମ୍। ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.