ଖଲ୍ଲିକୋଟ, ୧୦।୯ : ବସ୍କୁ ଧକ୍କା ଦେଲା ଆଉ ଏକ ବସ୍।ଖଲ୍ଲିକୋଟ ଥାନା ମଥୁରା ବସଷ୍ଟାଣ୍ଡ ରେ ଦୁର୍ଘଟଣା । ଆୟୁଷ୍ମାନ ବସ ପଛକୁ ଧକ୍କା ଦେଲା ବୀଣାପାଣି ବସ।ଆସିକାରୁ ଭୁବନେଶ୍ୱର ଯାଉଥିଲା ଉଭୟ ବସ୍। ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଖଲ୍ଲିକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଛି।