ପ୍ରମୂଖ ଖବର
  • କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨ ଛାତ୍ର ଗିରଫ, ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ
  • ||
  • ନିମାପଡ଼ା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଗଞ୍ଜାମ : ୩୩ କେଭି ତାର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ, ଜଳିଗଲା ୮ରୁ ଉର୍ଦ୍ଧ୍ୱ ଘରର ବିତ୍ୟୁତ ସରଞ୍ଜାମ
  • ||
  • ପୁରୀ : ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
  • ||
  • ପୁରୀରେ ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର
  • ||
  • ପୁରୀ : କୁମ୍ଭକାର ଶାଳରେ କୁରାଳ ପଞ୍ଚମୀ ପୂଜାର୍ଚ୍ଚନା
  • ||
  • ସଂସଦରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୧୨ଟା ଯାଏ ଲୋକସଭା ମୁଲତବୀ
  • ||
  • 'ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ'...
  • ||
  • ଚଣ୍ଡିଖୋଲ : ଦୋକାନ ଉପରେ ମାଡ଼ି ଗଲା ଟ୍ରକ୍‌, ୨ ଆହତ
  • ||
  • ଝାରସୁଗୁଡ଼ା : ବାପାକୁ ଚାପୁଡ଼ା ମାରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲା ପୁଅ, ୨ ଅଟକ
  • ||
  • ସମ୍ବଲପୁର: ଭିଜିଲାନ୍ସ ଜାଲରେ ଏସିଏଫ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍
  • ||
  • ଘନ କୁହୁଡି ବଳୟରେ ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
  • ||
  • ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣା: ୫ ଦିନ ଜୀବନ ମରଣ ସହ ସଙ୍ଘର୍ଷ ପରେ ଆଖି ବୁଜିଲା ପୁଅ
  • ||
  • ପୁରୀ: ଶନିବାର ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ: ଘୋଡ଼ ପ୍ରସ୍ତୁତି ଶେଷ, ଆଜି ଅଧିବାସ ନୀତି
  • ||
  • ଶିମିଳିପାଳରୁ ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା, ୨ ଅଭିଯୁକ୍ତ ଗିରଫ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଫେରିଛି ଶୀତ, ନିଆଁ ଜାଳି ଥଣ୍ଡାରୁ ରକ୍ଷା ପାଉଛନ୍ତି ଲୋକେ
  • ||
  • ବଡ଼ଧରଣର ଭୂକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦, ସୁନାମୀ ଆଲର୍ଟ
  • ||
  • ଆସନ୍ତା ୧୧ ଯାଏ ରାଜ୍ୟରେ ଶୀତ କମ୍‌,୧୨ରୁ ସାମାନ୍ୟ ବଢ଼ିବ ଜାଡ଼: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଆଶଙ୍କା
  • ||

ଆପ୍ ବିଧାୟକ ନରେଶ ବାଲିୟାନ ଗିରଫ , ଗ୍ୟାଙ୍ଗଷ୍ଟର ସହ ଭାଇରାଲ ହୋଇଥିଲା ଅଡ଼ିଓ

ନୂଆଦିଲ୍ଲୀ – ଆମ୍‌ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ଉତ୍ତମ ନଗରରୁ ବିଧାୟକ ନରେଶ ବାଲିୟନଙ୍କର ମୁସ୍କିଲ ବଢିବାରେ ଲାଗିଛି, ନରେଶ ବାଲିୟାନଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ ଗିରଫ କରିଛି। ବର୍ଷେ ପୂର୍ବର ପୁରୁଣା ଜୋରଜବରଦସ୍ତ ଅର୍ଥ ଆଦାୟ କେସ୍‌ରେ ତାଙ୍କୁ ପୋଲିସ ପ୍ରଥମେ ହେପାଜତକୁ ନେଇଥିଲା, କିନ୍ତୁ ପରେ ଗିରଫ କରିଛି। ନରେଶ ବାଲିୟାନ ଓ ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ଓରଫ ନନ୍ଦୁଙ୍କ କଥିତ ଭାଇରାଲ ଅଡ଼ିଓର ମାମଲାରେ ପୁଲିସ ପଚରାପଚରି କରୁଛି।

କ୍ରାଇମ୍‌ ବ୍ରାଞ୍ଚ ସୂତ୍ରାନୁସାରେ , ବିଧାୟକ ନରେଶ ବାଲିୟନ ପଚରାପଚରିରେ ସହଯୋଗ କରୁ ନଥିଲେ, ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି, ଏବେ ପୁଲିସ କାଲି ବାଲିୟାନଙ୍କୁ କୋର୍ଟରେ ହାଜର କରିବାକୁ ରିମାଣ୍ଡ ମାଗି ପାରେ। 

ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ କିଏ ? 

କହି ରଖୁଛୁ କି , କପିଲ ସାଙ୍ଗୱାନ ଓରଫ ନନ୍ଦୁ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର , ସେ ବର୍ତ୍ତମାନ ୟୁକେରେ ଅଛି, କପିଲ ଦିଲ୍ଲୀର ନଜଫଗଡରେ ରହୁଥିଲା। ତା ବିରୋଧରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଛି। ହରିଆଣାର ନଫେ ସିଂହ ହତ୍ୟାକାଣ୍ଡରେ କପିଲ ସାଙ୍ଗୱାନ ହେଉଛି ମାଷ୍ଟରମାଇଣ୍ଡ। କେବଳ ଏତିକି ନୁହେଁ , କପିଲ ସାଙ୍ଗୱାନ ବିଜେପି ନେତା ସୁରେନ୍ଦ୍ର ମାଟିୟାଲା ହତ୍ୟାକାଣ୍ଡରେ ମଧ୍ୟ ମାଷ୍ଟରମାଇଣ୍ଡ। ନନ୍ଦୁ ଗତ ୫ ବର୍ଷରେ ୟୁକେରେ ରହିଛି । ଏହା ପୂର୍ବରୁ ସେ ଦିଲ୍ଲୀ ଜେଲ୍‌ରେ କଏଦ ଥିଲା। କପିଲ ସାଙ୍ଗୱାନା ଦିଲ୍ଲୀ –ଏନସିଆରରେ ଏକ୍ସଟର୍ସନ କରି ଥାଏ ଏବଂ ହତ୍ୟାକାଣ୍ଡ କରାଇ ଥାଏ। ୨୦୨୩ରେ ସେ ଦିଲ୍ଲୀର ଉତ୍ତମ ନଗରରେ ବିଜେପି ନେତାଙ୍କ ହତ୍ୟା କରାଇ ଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.