ଲାଠୋର, ୨୧/୦୫: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଲାଠୋର ଅଞ୍ଚଳରେ ପୁଲିସର ଆକ୍ସନ । ମୋବାଇଲ ଚୋରି ଘଟଣାରେ ଲଠୋର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଂପୃକ୍ତ ଅଭିଯୁକ୍ତ ଜଣକ ହେଲେ ବିହାର ରାଜ୍ୟର ସିଙ୍ଗିଆ ଥାନା ଅନ୍ତର୍ଗତ ଲିହାବେ ଗ୍ରାମର ରାମଚନ୍ଦ୍ର ଶର୍ମାଙ୍କ ପୁଅ ଶିବ କୁମାର ଶର୍ମା । ଏନେଇ ଲାଠୋର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...