ମୁମ୍ଵାଇ, ୨୯/୦୧ : ଅନ୍ତିମ ଯାତ୍ରାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ। ମୁଖାଗ୍ନୀ ଦେଲେ ପୁଅ ପାର୍ଥ। ନିଜ ପ୍ରିୟର ନେତାଙ୍କୁ ଶେଷ ବିଦାୟ ଦେବାକୁ ବାରାମତୀ ବିଦ୍ୟା ପ୍ରତିଷ୍ଠାନ ମଇଦାନରେ ହଜାର ହଜାର ସମର୍ଥକଙ୍କ ଭିଡ଼। ଅମିତ ଶାହ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀସ୍ ଏବଂ ନୀତିନ ଗଡ଼କରୀ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ। ଦେଖନ୍ତୁ ଅଜିତଙ୍କ ଶେଷକୃତ୍ୟ ବେଳର ଭିଡିଓ-