ଭୁବନେଶ୍ବର,୨୬/୩ : ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଓଡ଼ିଶା ଆସିବେ ସ୍ଥଳସେନା ମୁଖ୍ୟ । ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ବର, ପୁରୀ ଓ ଗୋପାଳପୁରରେ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।