ବାଲେଶ୍ବର, ୪।୨ : ୨୦୨୩ ରେ ଏସିଡ୍ ମାଡରେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଅଭିଯୁକ୍ତ ଚନ୍ଦନ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଲେଶ୍ବର ସ୍ବତନ୍ତ୍ର ଏସ୍ ଏସଟି କୋର୍ଟ । ୨୦୨୩ ଫେବ୍ରୁଆରୀ ଯୁବତୀଙ୍କୁ ଏସିଡ୍ ମାଡ କରିଥିଲା ଅଭିଯୁକ୍ତ । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ କଟକ ଏସିବିରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୀଙ୍କ ଭଉଣୀ ଏବଂ ତାଙ୍କୁ ଦୁଇ ଶିଶୁ ମଧ୍ୟ ଆହତ ହୋଇଥିଲେ ।