ଖଣ୍ଡଗିରିରୁ ନେଇ ପାତ୍ରପଡ଼ା, ସହିଦନଗରରୁ ବଡ଼ଗଡ଼ ବ୍ରହ୍ମେଶ୍ୱର, ସାମନ୍ତରାପୁର । ଚନ୍ଦ୍ରଶେଖରପୁରରୁ ପଟିଆ ଯାଏଁ, ଯୁଆଡେ ଦେଖିବ ରଜ ମଉଜ । ଦୋଳି, ବଜାର, ପାନ ଦୋକାନ, ମିଠା, ପିଠାର ପସରା । ରଜରେ ସତେ ଯେମିତି ନୂଆବୋହୂ ଭଳି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ଝୁମୁଛନ୍ତି ଭୁବନେଶ୍ୱରିଆ ।