ରାସଗୋବିନ୍ଦପୁର,୨୦/୧୨ : ହାତୀ ପାଇଁ କାପୋଇ ହାଟ ଛକର କେନାଲ ଭିତରକୁ ପଶିଗଲା ବାଇକ୍ । ଫଳରେ ବାଇକରେ ଥିବା ଯୁବକ ଜଣଙ୍କ ରାତି ସାରା କାଦୁଅରେ ପଡ଼ି ରହିଥିବା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଉଦ୍ଧାର କରି ୧୦୮କୁ ଖବରଦେଇଥିଲେ । ଖବରପାଇ ୧୦୮ଆମ୍ବୁଲାନ୍ସ ପହଞ୍ଚି ଯୁବକଙ୍କୁ ରାସଗୋବିନ୍ଦପୁର ଚିକିତ୍ସାଳୟକୁ ନିଆଯାଇଥିଲା ।