ଭୁବନେଶ୍ୱର, ୧୬।୮: ଟ୍ରେନ୍‌ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଦିଲ୍ଲୀ-ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସ୍‌ରୁ ମୃତଦେହ ଉଦ୍ଧାର। ସତ୍ୟନଗର ୱାସିଂ ଲାଇନ୍‌ ନିକଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କଲା ଜିଆର୍‌ପି । ମୃତ ଯୁବକ  ଜଣକ ହେଲେ ଉତ୍ତରପ୍ରଦେଶର ଶିବ କୁମାର ।  ଜିଆରପି ପୁଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।