ଭୁବନେଶ୍ବର,୧୧।୧୨ : ପୁରୁଷ FIH ହକି ଜୁନିଅର ବିଶ୍ୱକପ୍ ୨୦୨୫ରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଦେଶକୁ ଗର୍ବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି। ଜୁନିଅର ପୁରୁଷ ହକି ଦଳର ଅଧିକ ସଫଳତା ଏବଂ ବିଶ୍ୱ ସ୍ତରରେ ଆହୁରି ଅନେକ ଉଜ୍ଜ୍ୱଳ ମୁହୂର୍ତ୍ତ କାମନା କରୁଛି ବୋଲି ମୁଖ୍ୟମନ୍ତୀ ଉଲ୍ଲେଖ କରିଛନ୍ତି।
Heartiest congratulations to Team India on clinching the bronze medal at the Men’s FIH Hockey Junior World Cup 2025.
— Mohan Charan Majhi (@MohanMOdisha) December 11, 2025
The spirited comeback against Argentina reflects the grit, discipline and indomitable determination of our young players. Their exceptional performance has made… pic.twitter.com/1kLM5mX397
/p>