ପାରାଦୀପ ୧୦/୧୨: ପାରଦୀପ ଗଭୀର ସମୁଦ୍ରରୁ ଧରାପଡ଼ିଲେ ୭୮ ବାଂଲାଦେଶୀ। ଭାରତୀୟ ସୀମା ଭିତରକୁ ପଶି ଆସୁଥିଲେ ୨ଟି ବଡ଼ ମାଛଧରା ବୋଟ୍କୁ ସହ ୭୮ ଜଣଙ୍କୁ ଧରିଲେ କୋଷ୍ଟଗାର୍ଡ। ଅଟକ ସମସ୍ତ ବାଂଲାଦେଶୀକୁ ପାରାଦୀପ ଆଣାଯାଉଥିବା ଜଣାଡିଛି। ପରେ ସେମାନଙ୍କର ଦୁଇଟି ବୋଟ ସହିତ ୭୮ ଜଣ ମତ୍ସ୍ୟୀବୀଙ୍କୁ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ନେଇ ସୂଚନା ମିଳିଛି।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସ...