ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଇପିଏଲ୍ -୨୦୨୫ ଆରମ୍ଭ ପୂର୍ବରୁ ମୁମ୍ବାଇରେ ଅଧିନାୟକଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି ?

Published By : Gurupada Nath | March 20, 2025 5:07 PM

ମୁମ୍ବାଇ, ୨୦/୩ : ଶନିବାରଠାରୁ ଆଇପିଏଲର ୧୮ତମ ସିଜନର ଆରମ୍ଭ ହେଉଛି । ଏହା ପୂର୍ବରୁ ମୁମ୍ବାଇରେ ଆଇପିଏଲ ଟିମର ଅଧିନାୟକଙ୍କ ମିଟିଂ ହୋଇଛି । ଏହି ମିଟିଂରେ ସମସ୍ତ ୧୦ଟିମର ଅଧିନାୟକ ପହଞ୍ଚିଥିଲେ ।

କ’ଣ ଆଇପିଏଲ୍ ମ୍ୟାଚ୍ ସମୟରେ ଖେଳାଳୀ ବଲରେ ଲାଳ ଲଗାଇପାରିବେ ? ପ୍ରକାଶ ଯେ,ଏହି ପ୍ରସ୍ତାବ ଉପରେ ବସିସିଆଇରେ ବିସ୍ତାର ରୂପ‌ରେ ଚର୍ଚ୍ଚା କରାଯାଇଛି । ସେହିଭଳି ଏହି ଘଟଣାକୁ ନେଇ ଆଇପିଏଲ୍ ଟିମର ଅଧିନାୟକଙ୍କ ମଧ୍ୟରେ ମିଟିଂ ହୋଇଛି ।

ସୂଚନା ଅନୁସାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ କରୋନା ସମୟରେ ବଲକୁ ଚମକାଇବା ଲାଗି ଲାଳ ଲଗାଇବା ଉପରେ ବ୍ୟାନ କରିଥିଲା । ଏହାପରେ ଆଇସିସି ପ୍ରାୟ ୩ବର୍ଷ ପୂର୍ବରୁ ବ୍ୟାନକୁ ସ୍ଥାୟୀ କରିଦେଇଥିଲା । ବିସିସିଆଇ ସହ ଯୋଡ଼ି ହୋଇଥିବା ସୂତ୍ର ଅନୁସାରେ ଏବେ କରୋନାର ବିପଦ ନାହିଁ ତ ଆଇପିଏଲରେ ବଲରେ ଲାଳ ଲଗାଇବା ପ୍ରତିବନ୍ଧକ ହଟାଇବାରେ କୌଣସି ଅସୁବିଧା ନାହିଁ । ଆଇପିଏଲରେ ଏହାର ଅନୁମତି ହେବା ଆବଶ୍ୟକ । ମାତ୍ର ଯଦି ଆମେ ଦେଖିବା ତେବେ ଏହି ବୈଠକରେ କ’ଣ ନିଷ୍ପତ୍ତି ଆସିଛି ତାହା ଉପରେ କୌଣସି ଅଫିସିଆଲ ସୂଚନା ସାମ୍ନାକୁ ଆସିନାହିଁ । ଏହା କୁହାଯାଉଛି କି ଖୁବଶୀଘ୍ର ଅଫିସିଆଲ ସୂଚନା ସାମ୍ନାକୁ ଆସିଯିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.