ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିରାଟ- ସଚିନଙ୍କଠାରୁ ନେଇ ବୁମରାହ ପର୍ଯ୍ୟନ୍ତ , ବୟସରେ ନିଜ ସ୍ତ୍ରୀଙ୍କଠାରୁ ଛୋଟ ଏହି ଭାରତୀୟ କ୍ରିକେଟର

Published By : Gurupada Nath | November 14, 2024 4:45 PM

ନୂଆଦିଲ୍ଲୀ, ୧୪/୧୧ :  ଭାରତୀୟ କ୍ରିକେଟର ଯାହାଙ୍କର ବୟସ ନିଜ ସ୍ତ୍ରୀଙ୍କଠାରୁ କମ୍ ଅଟେ । ଆସନ୍ତୁ ଜାଣିବା ଏଭଳି କିଛି କ୍ରିକେଟରଙ୍କ ବିଷୟରେ । 

ସଚିନ ତେନ୍ଦୁଲକର ନିଜ ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକରଙ୍କଠାରୁ ବୟସରେ ୬ବର୍ଷ ସାନ ଅଟନ୍ତି । ଉଭୟେ ମଇ ୧୯୯୫ରେ ବିବାହ କରିଥିଲେ ।

ବିରାଟ କୋହଲୀ ବୟସରେ ନିଜ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କଠାରୁ ୬ମାସ ସାନ ଅଟନ୍ତି । ଉଭୟେ ବହୁ ବର୍ଷ ପର୍ଯ୍ୟନ୍ତ ଡେଟ କରିବା ପରେ ଡିସେମ୍ବର ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଜସପ୍ରୀତ ବୁମରାହ ବୟସରେ ନିଜ ସ୍ତ୍ରୀ ସଞ୍ଜନା ଗଣେଶନଙ୍କଠାରୁ ୨ବର୍ଷ ୭ମାସ ସାନ ଅଟନ୍ତି । ସଞ୍ଜନା ପେଶାରେ ଏକ ଟିଭି ପ୍ରେଜେଣ୍ଟର ଅଟନ୍ତି ଏବଂ ଉଭୟେ ମାର୍ଚ୍ଚ ୨୦୨୧ରେ ବିବାହ କରିଥିଲେ ।

ସୁରେଶ ରାଇନାଙ୍କ ବୟସ ନିଜ ସ୍ତ୍ରୀ ପ୍ରିୟଙ୍କା ଚୌଧୁରୀଙ୍କୁଠାରୁ ୫ମାସ ସାନ ଅଟନ୍ତି ।

ରବିନ ଉଥପ୍ପାଙ୍କ ବୟସ ଶୀତଲ ଗୌତମଙ୍କଠାରୁ ୪ବର୍ଷ ସାନ ଅଟନ୍ତି । ଉଭୟେ ମାର୍ଚ୍ଚ ୨୦୧୬ରେ ବିବାହ କରିଥିଲେ ।

ଅନୀଲ କୁମ୍ବଲେଙ୍କ ସ୍ତ୍ରୀ ଚେତନା ରାମତୀର୍ଥ ତାଙ୍କଠାରୁ ବୟସରେ ୭ବର୍ଷ ବଡ଼ ଅଟନ୍ତି । ସେ ଜୁଲାଇ ୧୯୯୯ରେ ବିବାହ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.