ପ୍ରମୂଖ ଖବର
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ସିବିଆଇ ହାତରେ ଇଡି ଡେପୁଟି ଡାଇରେକ୍ଟର

Published By : Suraj Kumar | May 29, 2025 9:08 PM

ଭୁବନେଶ୍ବର,୨୯।୫ : ସିବିଆଇ ହାତରେ ଇଡି ଡେପୁଟି ଡାଇରେକ୍ଟର । ଜଣେ ଦଲାଲ ମାଧ୍ୟମରେ ନେଉଥିଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ । ଲାଞ୍ଚ ନେବା ବେଳେ ଭୁବନେଶ୍ବର ସହିଦନଗରରେ ସିବିଆଇ ଟିମ ହାତରେ ଧରାପଡିଛନ୍ତି । ଭୁବନେଶ୍ବର ଇଡି କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର  ହେଉଛନ୍ତି ଚିନ୍ତନ ରଘୁବଂଶୀ। ଚଢାଉ ଭୟ ଦେଖାଇ ବ୍ୟବସାୟୀଙ୍କୁ ମାଗିଥିଲେ ଲାଞ୍ଚ। 

ଜଣେ ମାଇନ୍ସ ବ୍ୟବସାୟୀ ରତିକାନ୍ତ ରାଉତଙ୍କୁ ଚଢାଉ କରିବା ଭୟ ଦେଖାଇ ୫ କୋଟି ଟଙ୍କା ଦାବି କରୁଥିଲେ ଇଡି ଡେପୁଟି ଡାଇରେକ୍ଟର ।   ଇଡି ପକ୍ଷରୁ ଜାନୁଆରୀ ୮ ତାରିଖରେ ଢେଙ୍କାନାଳ , କେଉଁଝର , କଟକ ,ଭୁବନେଶ୍ୱର ଭଳି ବହୁ ସ୍ଥାନରେ ଥିବା ରତିକାନ୍ତ ରାଉତଙ୍କ କମ୍ପାନୀ , ଘରେ  ଚଢାଉ କରାଯାଇଥିଲା । ମାମଲା ରଫା ଦଫା ପାଇଁ  ୫ କୋଟି ଟଙ୍କା ମାଗିଥିଲେ।  ସହିଦନଗରର ଏକ ଫ୍ଲାଟରେ  ଚିନ୍ତନ ଓ  ଦଲାଲ ପହଞ୍ଚିଥିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ଓ ଦଲାଲଙ୍କୁ ମାଡି ବସିଥିଲା ସିବିଆଇ ଟିମ୍।  ଉଭୟଙ୍କୁ ସିବିଆଇ ଟିମ୍ ଆଣି ପଚରାଉଚରା କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.