ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜେଡ୍‌ ଇଷ୍ଟେଟରେ ଇଡିର ଚଢ଼ାଉ, ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ

Published By : Suraj Kumar | November 25, 2024 10:42 PM

ଭୁବନେଶ୍ବର, ୨୫।୧୧ : ଜେଡ୍‌ ଇଷ୍ଟେଟର ଇଡି ଚଢ଼ାଉ । ଓଡ଼ିଶା, ଦିଲ୍ଲୀ ଓ ଗୁରୁଗ୍ରାମରେ ଜେଡ୍‌ ଇଷ୍ଟେଟର ୯ ଠିକଣାରେ ଇଡି ଚଢ଼ାଉ କରିଛି ଇଡି। ଚଢାଉ ବେଳେ ନଗଦ ୧ କୋଟି ୩୯ ଲକ୍ଷ ଟଙ୍କା ବିଭିନ୍ନ ଦସ୍ତାବିଜ ଜବତ କରାଯାଇଥିବା ନେଇ ଏକ୍ସରେ ଇଡିର ସୂଚନା। 

ଫେମା ନିୟମର ଉଲ୍ଲଂଘନ ହୋଇଥିବା ଏକ ଘଟଣାର ତଦନ୍ତ ଅନୁଯାୟୀ ଏହି ଚଢାଉ କରାଯାଇଥିବା ନେଇ ଭୁବନେଶ୍ୱର ଇଡି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.