ଭୁବନେଶ୍ବର,୧୫।୭ : ନିମଖଣ୍ଡି ଥାନା ଅଞ୍ଚଳରେ ସୋମବାର ଜଣେ ମହିଳା ଗଣଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ତଦନ୍ତ ପରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଘଟଣାର ତଦନ୍ତ କରି ଅଭିଯୋଗକାରୀଣିଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପୁଲିସ କରିଥିଲା ତଦନ୍ତ। ସିସିଟିଭି ସହ ପାରିପାର୍ଶିକ ସ୍ଥିତିର ଅନୁଧ୍ୟାନ କରି ତଦନ୍ତ କରିଥିଲା ପୁଲିସ।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...