ବ୍ରହ୍ମପୁର,୭।୧: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଘଟଣ। ବଡମେଡିକାଲ କାଜୁଆଲଟିରେ ଅଗ୍ନିକାଣ୍ଡ। ନିଆଁ ଲାଗି କାଜୁଆଲିଟି ୱାର୍ଡ ଜଳୁଛି । ମେଡିକାଲ କର୍ମଚାରୀ ନିଆଁକୁ ତୁରନ୍ତ ଆୟତ୍ତ କରିଥିଲେ। ଏଥିରେ କୌଣସି ରୋଗୀ ଆହତ ହୋଇ ନାହାନ୍ତି।ତେବେ କିପରି ନିଆଁ ଲାଗିଲା କାରଣ ଜଣାପଡି ନାହିଁ।