ପ୍ରମୂଖ ଖବର

ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଫୁଟିଲା ଗୁଳି , ଜଣେ ଆହତ

Published By : Gurupada Nath | April 29, 2025 5:01 PM

ସୁନ୍ଦରଗଡ଼,୨୯/୪ : ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଫୁଟିଲା ଗୁଳି । ରାଜଗାଙ୍ଗପୁର ବାଣ୍ଟୁପଡାରେ ସାଙ୍ଗ ହୋଇ ହାଣ୍ଡିଆ ପିଉଥିବା ବେଳେ ଗୁଳି ମାଡ । ଏଥିରେ ଜଣେ ଆହତ ହୋଇଛନ୍ତି ।

ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଆହତଙ୍କୁ ରାଉରକେଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.