ନ୍ୟୁଜ୍‌-୭ ଚ୍ୟାନେଲ୍‌ର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ବରିଷ୍ଠ ଅଧିକାରୀମାନେ ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତଥା ସୁମା ରିୟଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ.ମନୋଜରଞ୍ଜନ ନାୟକଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଉଛନ୍ତି ।

ନ୍ୟୁଜ୍‌-୭ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ, ସାମ୍ବାଦିକ, କର୍ମଚାରୀ ଓ ଟେକ୍ନିସିଆନମାନେ

​​​​​​​

ନ୍ୟୁଜ୍‌-୭ କର୍ମଚାରୀମାନେ ଜନ୍ମଦିନ ପାଳନ କରୁଛନ୍ତି

ନ୍ୟୁଜ୍‌-୭ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀମାନେ କେକ୍‌ କାଟୁଛନ୍ତି ।