ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ମତଦାନ କେନ୍ଦ୍ର ବାହାରେ ଏସ୍‌ଡିଏମ୍‌ଙ୍କୁ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ଚାପୁଡା ମାଡ଼

Published By : Prameya | November 13, 2024 6:15 PM

ଜୟପୁର,୧୩।୧୧: ରାଜସ୍ଥାନର ଏକ ମତଦାନ କେନ୍ଦ୍ରରୁ ବୁଧବାର ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଦେଭଲି-ଉନିୟାରା ନିର୍ବାଚନ କ୍ଷେତ୍ରରୁ ଏକ ନିର୍ଦ୍ଦଳୀୟ ପ୍ରାର୍ଥୀ ନରେଶ ମିନା ଏସ୍‌ଡିଏମ୍‌ଙ୍କୁ ଚାପୁଡା ମାରିଛନ୍ତି। ଏହି ଘଟଣା ସମରଭତା ମତଦାନ କେନ୍ଦ୍ରର ବୋଲି କୁହାଯାଉଛି। ନରେଶ ମୀନା ମତଦାନ କେନ୍ଦ୍ରରେ ପଶିବା ମାତ୍ରେ ଓ ନିର୍ବାଚନ ପ୍ରୋଟୋକଲ୍‌ ପାଳନ କରିବା ପାଇଁ ଡ୍ୟୁଟିରେ ଥିବା ଏସ୍‌ଡିଏମ୍‌ ଅମିତ ଚୌଧୁରୀଙ୍କୁ ଚାପୁଡା ମାରିଥିଲେ। ଘଟଣାସ୍ଥଳରେ ମୁତୟନ  ପୋଲିସ ତାଙ୍କୁ ରୋକିଥିଲା।

ପୂର୍ବତନ କଂଗ୍ରେସ ନେତା ନରେଶ ମୀନା ନିର୍ଦ୍ଦଳୀୟ ରୂପରେ ନିର୍ବାଚନ ଲଢୁଥିବା କାରଣରୁ ପାର୍ଟି ତାଙ୍କୁ  ନିଲମ୍ବିତ କରିଥିଲା। କାରଣ ପାର୍ଟି ଦେଭଲି-ଉନିୟାରା ଉପ ନିର୍ବାଚନ ପାଇଁ ତାଙ୍କ ସ୍ଥାନରେ କସ୍ତୁର ଚନ୍ଦ ମୀନାଙ୍କୁ ପ୍ରାର୍ଥୀ କରିଥିଲା। ଭାରତ ଆଦିବାସୀ ପାର୍ଟି ଦ୍ବାରା ସମର୍ଥିତ ମୀନା ନିର୍ଦ୍ଦଳୀୟ ରୂପରେ ନିର୍ବାଚନ ଲଢିବା ଉପ-ନିର୍ବାଚନରେ ସମ୍ଭାବିତ ଭୋଟ ବିଭାଜନକୁ  ଚିନ୍ତା ବଢାଇଛି।  ଉଲ୍ଲେଖନୀୟ ଯେ, ଦେଭଲି-ଉନିୟାରା ଆସନ ପାଇଁ ଉପ-ନିର୍ବାଚନର ଆବଶ୍ୟକତା ଏଥିପାଇଁ ରହିଛି, କାରଣ କଂଗ୍ରେସ ନେତା ହରିଶ ଚନ୍ଦ୍ରମୀନା, ଯିଏକି ୨୦୧୮ ଓ ୨୦୨୩ ରେ ଏହି ଆସନରୁ ଜିତିଥିଲେ। ସାଧାରଣ ନିର୍ବାଚନ ପରେ ଲୋକସଭାକୁ ଚାଲିଯିବା  ପରେ ଏହି  ଆସନ ଖାଲି ପଡିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.