ନୂଆଦିଲ୍ଲୀ, ୩୧/୧ : ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ। ପ୍ରଥମେ ବୋଲିଂ କରିବ ଭ୍ରମଣକାରୀ ଦଳ । ଭାରତ ୩-୧ ସିରିଜ ଜିତି ନେଇଥିବାବେଳେ ଶେଷ ମ୍ୟାଚରେ ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ସେପଟେ ଭାରତ ଟି-୨୦ ବିଶ୍ବକପ ପୂର୍ବରୁ ମ୍ୟାଚ ଜିତି ନିଜର ମନୋବଳକୁ ବଢ଼ାଇବା ପାଇଁ ଚେଷ୍ଟୋ କରିବ । ଭାରତ ବିଶାଳ ସ୍କୋର କରିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।
ଏହାସହ ପଢ଼ନ୍ତୁ : ଶ୍ରଦ୍ଧାଳୁ କହିଲେ ମୋ ମାଆଙ୍କୁ ହଇରାଣ କରୁଛନ୍ତି ଭୂତ, ପ୍ରେମାନନ୍ଦ ବାବା କହିଲେ....