ଭୁବନେଶ୍ବର,୧୧/୦୫: ରାଜ୍ୟ ସରକାର ନିର୍ମାଣ କରିବେ ଏକ ବିରାଟ ବାୟୋଟେକ୍ନୋଲୋଜି ପାର୍କ। ବଲାଙ୍ଗୀର, ରାଉରକେଲା ଓ ଗଞ୍ଜାମରେ ନିର୍ମାଣାଧୀନ ଅଛି ପ୍ଲାନେଟୋରିୟମ । ତେଣୁ ନିର୍ମାଣାଧୀନ ଏହି ପ୍ଲାନେଟୋରିୟମ ୩ଟି ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହା ପରେ ଆଉ ୩ଟି ପ୍ଲାନେଟୋରିୟମ ମଧ୍ୟ ତିଆରି କରିବେ ରାଜ୍ୟ ସରକାର। ତେବେ ନ୍ୟାସନାଲ ଟେକ୍ନୋଲୋଜି ଡେ'ପାଳନ ଅବସରରେ ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡି...