​​​​​​​ହରଭଙ୍ଗା , ୧୯।୧୦ :  ଖୋର୍ଦ୍ଧା -ବଲାଙ୍ଗୀର ରେଳପଥର ବୌଦ୍ଧ ଆଡେଣିଗାଡ଼ ଠାରେ ୪ନମ୍ବର ଟନେଲରେ  ନିର୍ମାଣ କରାଯାଉଛି। ଏହି କାର୍ଯ୍ୟ କରୁଥିବା  ଠିକାସଂସ୍ଥାର  ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ମୃତ ଶ୍ରମିକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟ ସିଦ୍ଧି ଜିଲ୍ଲା ଖୁଚିପୁର ଗ୍ରାମର ରାଜ ପ୍ରସାଦ ଶର୍ମା । ମୃତଦେହକୁ ପୁରୁଣାକଟକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛିମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଘଟ ତଦନ୍ତ କରୁଛି।