ସାହାଜପାଲ,୨୩/୧୨ : ବୌଦ୍ଧ ସଦର ବ୍ଲକ ବହିରା ପାକ୍ସଠାରେ ବହିରା ମଣ୍ଡିକୁ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଉଦଘାଟିତ କରିଛନ୍ତି l ମଞ୍ଚାସୀନ ବିଧାୟକ ମୋହନ ସରକାର ଚାଷୀ ସରକାର ବୋଲି କହିଥିଲେ l

ବହିରା ପାକ୍ସ ସଭାପତି ପୟୋଧର ମହାକୁଳ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଶାନ୍ତ ବାଘ, ବହିରା, ସେକ୍ରେଟାରୀ ପ୍ରଦୀପ ପାତ୍ର, ସରପଞ୍ଚ ଯଯାତି ମହାଲିକ, ସମାଜସେବୀ ଯୀଶୁ ପଧାନ, ବିପିନ ଦାଶ, ନବଘନ ନାଏକ, ଖଟାଙ୍ଗ ମହାକୁଡ଼, ପଞ୍ଚାନନ ସାହୁ, ଅନିରୁଦ୍ଧ ଉର୍ମା, ଉତ୍ତମ ବାରିକ, ସାନ ବେହେରା, ଉମେଶ ଦନ୍ତା, ନରେଶ ପଧାନ, ଯଯାତି ପଧାନ, ବୀରେନ୍ଦ୍ର ପ୍ରଧାନ, ଶ୍ରୀତମ ଡାଙ୍ଗ, ସୁଜିତ ସାହୁ ଶମ୍ଭୁ ଗାଈଗୌରିଆ, ଅନେକ ଉପସ୍ଥିତ ଥିଲେ l