ଓ୍ବାଙ୍ଖଡେରୁ ମୁମ୍ବାଇର ବିଜୟ ଅଭିଯାନ, KKRକୁ ୬ ଓ୍ବିକେଟରେ ହରାଇଲା MI
ଘରୋଇ ମାଟିରେ ବଡ଼ ବିଜୟ । ଆଇପିଏଲ ୨୦୨୬ : ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତାକୁ ୬ ଓ୍ବିକେଟ୍ ହରାଇ ପ୍ରଥମ ବିଜୟ ବିଜୟ ହାସଲ କରିଛି ପାଣ୍ଡ୍ୟା ବାହିନୀ । ୨୨୧ ରନର ବିଜୟ ଲକ୍ଷ୍ୟକୁ ୫ ବଲ ବାକିଥାଇ ଜିତି ନେଇ ମୁମ୍ବାଇ ।
Published By :
Gunanidhi
- Prameya Bureau |
March 29, 2026 11:21 PM