ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନେପାଳରେ ପୁଣି ଫେରିବ କି ରାଜତନ୍ତ୍ର ? ଜୋର ଧରିଲା ଦାବି, ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା

Published By : Swapna Ray | March 8, 2025 4:48 PM

ନୂଆଦିଲ୍ଲୀ, ୮।୩: ନେପାଳରେ ରାଜତନ୍ତ୍ର ଦାବି ପୁଣି ଥରେ ତୀବ୍ର ହୋଇଛି । ରାଜତନ୍ତ୍ର ସମର୍ଥକ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି କାଠମାଣ୍ଡୁରେ ଏକ ରାଲିର ଆୟୋଜନ କରିଥିଲା । ଏହି ରାଲିରେ ବହୁ ସଂଖ୍ୟକ ଲୋକ ନେପାଳର ଜାତୀୟ ପତାକା ଧରି ଅଂଶଗ୍ରହଣ କରିଥିଲେ । ପୂର୍ବତନ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦାବି କରିଛନ୍ତି ଯେ, ସେ ପୁଣି ଥରେ ଦେଶ ପାଇଁ ଏକ ସକ୍ରିୟ ଭୂମିକ ଗ୍ରହଣ କରିବାକୁ ଚାହୁଁଛନ୍ତି । ଯଦି ଆମେ ପ୍ରଧାନମନ୍ତ୍ରୀ କେପି ଓଲି ଏବଂ ନେପାଳୀ କଂଗ୍ରେସ ମୁଖ୍ୟ ଶେର ବାହାଦୁର ଦେଉବାଙ୍କ ବିଷୟରେ କଥା ହେବା ତେବେ ନେପାଳ ପାଇଁ ପୁଣି ରାଜତନ୍ତ୍ର ଫେରିବା ସମ୍ଭବ ନୁହେଁ । 

ସିପିଏ ମାଏବାଦୀ କେନ୍ଦ୍ର ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ମଧ୍ୟ କହିଛନ୍ତି ଯେ, ଜ୍ଞାନେନ୍ଦ୍ର ସିଂହ ଜନସାଧାରଣକୁ ବୋକା ବନେଇବା ବନ୍ଦ କରିବା ଉଚିତ୍ । ଆର୍‌ପିପି ସମର୍ଥକମାନେ କହିଛନ୍ତି, ନେପାଳ ସରକାରରେ ଦୁର୍ନିତୀ ବ୍ୟାପକ । ଏପରି ପରିସ୍ଥିତିରେ ଗଣତନ୍ତ୍ରକୁ ହଟାଇ ପୁଣିଥରେ ରାଜତନ୍ତ୍ର ଲାଗୁ କରାଯିବା ଉଚିତ୍ । ୨୦୦୮ ପର୍ଯ୍ୟନ୍ତ ନେପାଳରେ ରାଜତନ୍ତ୍ର ବ୍ୟବସ୍ଥା ଥିଲା । ରାଜତନ୍ତ୍ରର ଅନ୍ତ ପରେ କାଠମାଣ୍ଡୁ ରାଜପ୍ରସାଦକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.