ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ନା ଖାଦ୍ୟ ମିଳୁଛି, ନା ପାଣି... ତୁର୍କୀ ବିମାନ ବନ୍ଦରରେ ଫଶି ରହିଛନ୍ତି ୨୦୦ ଭାରତୀୟ

Published By : Prameya | April 3, 2025 7:35 PM

ନୂଆଦିଲ୍ଲୀ,୩।୪: ଲଣ୍ଡନରୁ ମୁମ୍ବାଇ ଯାଉଥିବା ଭର୍ଜିନ ଆଟଲାଣ୍ଟିକ୍ ଫ୍ଲାଇଟ୍‌ରେ ହଠାତ ଜଣେ ଯାତ୍ରୀ ହୋଇପଡିଲେ ଅସୁସ୍ଥ। ଏହି କାରଣରୁ ବିମାନକୁ ତୁର୍କୀର ଏକ ଏୟାରପୋର୍ଟରେ  କରିବାକୁ ପଡିଥିଲା ଜରୁରୀ ଅବତରଣ। କିନ୍ତୁ ଏହି ଜରୁରୀ ଅବତରଣ ଯାତ୍ରୀଙ୍କ ପାଇଁ ଅଡୁଆ ପାଲଟିଛି। ୨୦୦ ରୁ ଅଧିକ ଭାରତୀୟ ଯାତ୍ରୀ ଗତ ୧୮ ଘଣ୍ଟା ଧରି ବିମାନବନ୍ଦରରେ ଫଶି ରହିଛନ୍ତି। ସେଠାରେ ଖାଦ୍ୟପେୟର କୌଣସି ସୁବିଧା ନାହିଁ କିମ୍ବା ଆରାମ କରିବା ବ୍ୟବସ୍ଥା।

ରିପୋର୍ଟ ଅନୁସାରେ, ଯେତେବେଳେ ବିମାନଟି ଜରୁରୀ ଅବତରଣ କରିଥିଲା ସେଥିରେ ଯାନ୍ତ୍ରି ତ୍ରୁଟି କାରଣରୁ ଖରାପ ହୋଇଯାଇଥିଲା। ଏପରିକି ଯେଉଁ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରାଯାଇଥିଲା, ସେଠାରେ ଉଡାଣ ଭରିବାର ସୁବିଧା ନଥିଲା। ଏଭଳି ସ୍ଥିତିରେ ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରୀ କରିପାରିନଥିଲା।

ସୋସିଆଲ ମିଡିଆରେ ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ଆମେ ୧୮ ଘଣ୍ଟା ଧରି ଫଶି ରହିଛୁ। କାହା ସହ ଠିକ୍‌ରେ ଯୋଗାଯୋଗ କରିପାରୁନୁ। ବିମାନବନ୍ଦରରେ ଯେଉଁ ଟର୍ମିନାଲରେ ଆମକୁ ରୋକାଯାଇଛି ସେଠାରେ ପାଣି ଓ ଖାଦ୍ୟ ବି ମିଳୁନି। ଶିଶୁ, ମହିଳା ଏବଂ ବୟସ୍କଙ୍କୁ ସବୁଠାରୁ ଅଧିକ ସମସ୍ୟା ହେଉଛି।’ ଏହା ମଧ୍ୟରେ ମହାରାଷ୍ଟ୍ର ସରକାର ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଯାତ୍ରୀ ଜଣକ ୁମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ସାହାଯ୍ୟ କରିବେ ବୋଲି ଆଶ୍ବାସନା ଦେଇଛନ୍ତି। ସେଭଳି ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଜଣେ ନୋଡାଲ ଅଫିସରଙ୍କୁ ମୁତୟନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.