ଦୁଇ IAS ଅଧିକାରୀଙ୍କୁ ବଦଳି, IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ
ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର । IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ । ଏହାସହ ଖାଦ୍ୟ ନିରାପତ୍ତା କମିଶନର ଓ ଟିଡିସିସିଓଏଲ୍ MD ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି ।
Published By :
Gunanidhi
- Prameya Bureau |
July 20, 2026 10:13 PM
ଭୁବନେଶ୍ବର: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର । IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ । ଏହାସହ ଖାଦ୍ୟ ନିରାପତ୍ତା କମିଶନର ଓ ଟିଡିସିସିଓଏଲ୍ MD ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି । ପୂର୍ବରୁ ସେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ ବା OSMCLର ପରିଚାଳନା ନିର୍ଦ୍ଦେଶିକା ଦାୟିତ୍ବରେ ଥିଲେ । ସେପଟେ IAS ସ୍ମିତା ପାଣି ହେଲେ OSMCLର ନୂଆ ଅଧ୍ୟକ୍ଷା ହୋଇଛନ୍ତି ।