ଭୁବନେଶ୍ବର,୧୨/୨ : ବୋନୀ କପୁର ବନାଇବେ ଓଡ଼ିଆ ଫିଲ୍ମ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୋନୀ କପୁର।  ଅଲଗା ଭାଷାରେ ସିନେମା ତିଆରି କରିଛି । ତେଣୁ ଓଡିଆରେ ବି ତିଆରି କରିବି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବୋନୀ । ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ ସେ ବି ହାତ ବଢାଇବେ ବୋଲି କହିଛନ୍ତି । ଓଡ଼ିଶାରେ ସୁଟିଂ କରିବା ପାଇଁ ଭଲ ସ୍ପଟ୍ ଥିବା ବି କହିଛନ୍ତି ।