ନୂଆଦିଲ୍ଲୀ, ୧୩/୦୩; ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ତୀବ୍ର ହୋଇଛି ପାକିସ୍ତାନ-ଆଫଗାନିସ୍ତାନ ବିବାଦ । ରମଜାନର ପବିତ୍ର ମାସର ଶେଷ ଦିନରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ଆଫଗାନିସ୍ତାନ ଦାବି କରିଛି କି ପାକିସ୍ତାନ ପୁଣି ଆଫଗାନ, କାବୁଲ, କାନ୍ଦାହାର, ପାକଟିଆ ସମେତ ଦେଶର ଅନେକ ସ୍ଥାନରେ ପ୍ରବଳ ଏୟାରଷ୍ଟ୍ରାଇକ କରିଛି । ସାର୍ବଭୌମତ୍ୱ ଉଲ୍ଲଂଘନ କରି ପାକିସ୍ତାନ ଏହି ଆକ୍ରମଣ କରିଥିବା କହିଛି ଆଫାଗାନ । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି ।
ଏହା ବି ପଢନ୍ତୁ...'ଭାରତୀୟଙ୍କ ସୁରକ୍ଷା ପ୍ରାଥମିକତା, ଆମେ ଶାନ୍ତି ପକ୍ଷଧର'; ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି