ଭୁବନେଶ୍ଵର, ୧୬/୦୧ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ। ୮୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଲୋଭାବତୀ ପରିଡ଼ା। କଟକର ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ପୈତୃକ ଗାଁ ନିଭରଣରେ ପହଞ୍ଚିଲେ ପ୍ରଭାତୀ ପରିଡ଼ା।

ସୂଚନାନୁଯାୟୀ, ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ରହୁଥିଲେ ଲୋଭାବତୀ ପରିଡ଼ା। ବୟସାଧିକ କାରଣରୁ ୮୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ। 

ଅଧିକ ପଢନ୍ତୁ-ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି କିଏ ? ନୂଆ ମୁହଁ ନା ପୁଣି ମନମୋହନ, ନୂଆଦିଲ୍ଲୀରେ ମାନସ ମନ୍ଥନ