କଳସ ଶୋଭାଯାତ୍ରା

ଅନନ୍ତକେଶରୀଙ୍କ ଶୋଭାଯାତ୍ରା ଓ ଆତସବାଜି

 

ଖୋଳ କୀର୍ତ୍ତନରେ କମ୍ପିଲା କୁମ୍ଭମେଳା

ଉଦୟଗିରିରେ ଜୈନ ଧର୍ମାବଲମ୍ବିମାନଙ୍କର ମହାବୀରଙ୍କ ପୂଜା

ଖଣ୍ଡଗିରି ପରିସରରେ ଆଧ୍ୟାତ୍ମିକ ପରିବେଶ

ସାଧୁସନ୍ଥଙ୍କ ଭଜନ କୀର୍ତ୍ତନ

ବାବାଙ୍କ ଆଶୀର୍ବାଦ ନେବା ପାଇଁ ଦୂର ଦୂରରୁ ଆସୁଛନ୍ତି ଭକ୍ତ

 

ଡିସିପିଙ୍କ ସହିତ ପୁଲିସ୍ ଅଧିକାରୀ ସୁରକ୍ଷା ପରଖୁଛନ୍ତ

ଖଣ୍ଡଗିରି କୁମ୍ଭମେଳାରେ ଭିଡ଼

ପ୍ରମେୟ ଫଟୋ ପ୍ରତିନିଧି 'ସ୍ୱଦେଶ' ଉଠାଇଥିବ କୁମ୍ଭମେଳାର କିଛି ଛବି