ପୁରୀ, ୦୪/୦୬: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରଥ ନିର୍ମାଣ କାର୍ଯ୍ୟରେ ମହାରଣା ସେବକ । ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା । ଗୁରୁବାର ପଡ଼ିଲା ତୃତୀୟ ହରିବୋଲ, ଉଠିଲା ରଥର ଚାରି ନାହାକ ।
ସ୍ନାନ ପୂର୍ଣ୍ଣିମା ଯଥେଷ୍ଟ ପୂର୍ବରୁ ଉଠିଛି ଚାରି ନାହାକ।
ଚାରି ନାହାକ ଉଠାଇ ହରିବୋଲ ପକାଇଲେ ଭୋଇ ସେବକ।
ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଶେଷ।