କଟକ: କଟକରେ ବନ୍ଧୁକ ମୁନରେ ଵଡ ଧରଣର ଲୁଟ୍। କଟକ ଵାଦାମଵାଡି ଥାନା ପଛପଟେ ଥିବା ବିକାଶ ନଗର ଲେନରେ ଜଣେ ବ୍ୟବସାୟୀଙ୍କୁ ଫଲୋ କରି ଆପାର୍ଟମେଣ୍ଟର ଲଵିରୁ ପାଞ୍ଚ ଲକ୍ଷ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି।